ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ନୃସିଂହନାଥ ଠାରେ ତିଳ ତର୍ପଣ କଲେ ପାଣିମୋରା ଗ୍ରାମବାସୀ
ପାଇକମାଳ ୧୩.୦୨. ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମବାସୀ ବୁଧବାର ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଅମର ଆତ୍ମାର ଶାନ୍ତି ଉଦ୍ଦେଶ୍ୟରେ ତିଳ ତର୍ପଣ କରିଛନ୍ତି । ୧୯୪୮ ମସିହା ଜାନୁୟାରୀ ୩୦ ତାରିଖ ଦିନ ଏକ ପ୍ରାର୍ଥନା ସଭାରେ ଥିବା ସମୟରେ ନାଥୁରାମ ଗଡସେ ଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ତାଙ୍କ ଶବ ଦାହ ହେବା ପରେ ତାଙ୍କ...
Like
1
0 Комментарии 0 Поделились 1Кб Просмотры 0 предпросмотр