ଗନ୍ଧମାର୍ଦ୍ଦନ ସ୍ଥାୟୀ ସୁରକ୍ଷା ଆଇନ ପାଇଁ ପାଇକମାଳ ବ୍ଲକ୍ ସମ୍ମୁଖ ରେ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା
ପାଇକମାଳ, ୧୨।୨ : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ବୁଧବାର ଠାରୁ ପାଇକମାଳ ବ୍ଲକ୍ ସମ୍ମୁଖ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୦ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗଣ ଧାରଣାରେ ବସିଛନ୍ତି । ନରସିଂହ ବନଛୋର ଧାରଣାରେ ସଭାପତିତ୍ବ କରିଥିଲେ । ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସମ୍ପତ୍ତି ବା ସ୍ଥାୟୀ ସୁରକ୍ଷା ଆଇନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣ କରିବାକୁ ଏକ ସ୍ମାରକ ପତ୍ର ପାଇକମାଳ ବିଡିଓ ଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡିଶା ସରକାର ଙ୍କୁ...
Like
2
0 Σχόλια 0 Μοιράστηκε 1χλμ. Views 0 Προεπισκόπηση